bjd gruha runa
Browsing Tag

delhi news

୨୬ ଦିନରେ ପହଞ୍ଚିଲା ଆନ୍ଦୋଳନ; ଆଜିଠୁ କୃଷକଙ୍କ ଉପବାସ ଅନଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସୋମବାର ୨୬ ଦିନରେ ପହଞ୍ଚିଛି। ସରକାର କୃଷକଙ୍କ ଦାବି ଶୁଣି ନ ଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି କୃଷି ସଂଗଠନଗୁଡ଼ିକ…
Read More...

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା…
Read More...

କେଜ୍ରିୱାଲ୍‌ କହିଲେ- ୯ଟି ଷ୍ଟାଡିୟମକୁ ଜେଲ୍‌ କରିବାକୁ ଚାପ ପଡ଼ିଥିଲା, କିନ୍ତୁ ମୁଁ ମୋ ବିବେକକୁ ଶୁଣିଲି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ସୋମବାର ୧୨ ଦିନରେ ପହଞ୍ଚିଛି। ୩ଟି ଯାକ ନୂଆ ଆଇନକୁ ନିରସ୍ତ୍ର କରିବାକୁ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ୮ ତାରିଖରେ ଭାରତ ବନ୍ଦ ଡାକରା…
Read More...

ଦିଲ୍ଲୀରୁ ୫ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଭାରତ ବନ୍ଦବେଳେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀର ଶକରପୁର ଅଞ୍ଚଳରୁ ସୋମବାର ୫ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ସହିତ ଗୁଳିବିନିମୟ ଘଟିବା ପରେ…
Read More...

୪ ଥର ବିକ୍ରି ହୋଇଥିଲା ଅଢେଇ ମାସର ଶିଶୁ: କୌଶଳକ୍ରମେ ଉଦ୍ଧାର କଲା ପୁଲିସ, ୫ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଅଢେଇ ମାସର ଶିଶୁକୁ ବିକ୍ରି କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ଶିଶୁକୁ ଏପର୍ଯ୍ୟନ୍ତ ୪ ଥର ବିକ୍ରି କରାଯାଇଛି। ଦିଲ୍ଲୀ ପୁଲିସ ବିଳମ୍ବିତ ରାତି…
Read More...

ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ

ଦିଲ୍ଲୀ: ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ସାକେତ ଥାନାରେ। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା…
Read More...

ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା ପରେ ଏସଆଇଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ଜଣେ ଏସଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ରାଜଧାନୀ ନୂଆଦିଲ୍ଲୀର ଲୋଦୀ ଷ୍ଟେଟ୍‌ର ୬୧ ନମ୍ବର…
Read More...

ଉପରାଜ୍ୟପାଳଙ୍କ ନିର୍ଦେଶକୁ ଦିଲ୍ଲୀ ସରକାରଙ୍କ ବିରୋଧ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତମାନେ ୫ଦିନ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ଅନିଲ ବୈଜଲ ଦେଇଥିବା ନିର୍ଦେଶକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

ଜୁଲାଇ ସୁଦ୍ଧା ଦିଲ୍ଲୀରେ କରୋନା ୫.୫ ଲକ୍ଷ ଟପିବ: ଶିଶୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଯଦି ଏହି ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ, ତେବେ ଆଗାମୀ ଜୁଲାଇ ଶେଷ ସୁଦ୍ଧା ଏଠାରେ କରୋନା…
Read More...

କେଜ୍ରିୱାଲଙ୍କର ହେଲା କରୋନା ପରୀକ୍ଷା, ଆସନ୍ତା କାଲି ଆସିପାରେ ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ପରୀକ୍ଷା କରାଯାଇଛି। ମଙ୍ଗଳବାର ତାଙ୍କ ଘରୁ ଏକ ଡାକ୍ତରୀ ଟିମ୍‌ ନମୁନା ସଂଗ୍ରହ କରି ନେଇଛନ୍ତି। ଆସନ୍ତା କାଲି ରିପୋର୍ଟ ଆସିବ ବୋଲି କୁହାଯାଉଛି।…
Read More...