Browsing Tag

ctc news odia news odisha news

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ; ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ..

କଟକ : କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ବୁଧବାର ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଅନ୍ତରୀଣ ଆଦେଶ ବଳବତ୍ତର ରଖିଛନ୍ତି। ସୂଚନାଯୋଗ୍ୟ ଯେ ,…
Read More...

ରାସ୍ତାକଡ ମାଛ ଓ ମାଂସ ଦୋକାନରେ ସିଏମସିର ଚଢାଉ

କଟକ : ରାସ୍ତାକଡ ମାଛ ଓ ମାଂସ ଦୋକାନରେ ଶୁକ୍ରବାର ସିଏମସି ପକ୍ଷରୁ ଚଢାଉ କରାଯାଇଛି। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ଏନଫୋର୍ସମେଣ୍ଟ ଟିମ୍‌‌ର ଚଢାଉା ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଚଢାଉ ଚାଲିଛିା…
Read More...

ଜଗତ୍‌‌ଜନନୀଙ୍କୁ ମେଲାଣି ; ଧୁମଧାମରେ କଟକରେ ଚାଲିଛି ମା’ଙ୍କ ଭସାଣି ଉତ୍ସବ

ଭୁବନେଶ୍ୱର : ଆନନ୍ଦ,ଉଲ୍ଲାସ ଭବ୍ୟ ଆୟୋଜନ ସହ ଶେଷ ହୋଇଛି ମା’ଙ୍କ ଦଶହରା। ଆଜି ଜଗତ୍‌‌ଜନନୀଙ୍କୁ ଦିଆଯାଉଛି ମେଲାଣି। ଟ୍ୱିନ୍‌‌ ସିଟିରେ ଭସାଣ ଉତ୍ସବକୁ ନେଇ ବିଭିନ୍ନ ନିର୍ଦ୍ଦେଶାବଳୀ ଲାଗୁ କରାଯାଇଛି। ଧୁମଧାମରେ …
Read More...

କଟକରେ ରାସ୍ତାଘାଟ ସମସ୍ୟା ; ଆସନ୍ତା ୨୭ ସୁଦ୍ଧା କାମ ଶେଷ କର -ହାଇକୋର୍ଟ

କଟକ : କଟକରେ ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶ ହୋଇଛି। ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ନିର୍ମାଣ/ମରାମତି କାମ ୨୭…
Read More...

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କଟକ : ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ,କଟକଠାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ସର୍ବପ୍ରଥମେ “ସ୍ୱଚ୍ଛତା ହିଁ ସେବା”…
Read More...

କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ ; ୪ ଘଣ୍ଟା ପରେ ଲିଭିଲା ନିଆଁ

କଟକ : କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ ଘଟଣା ପରେ ଘଟଣା ସ୍ଥଳରେ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। କଟକ…
Read More...

ରତ୍ନଭଣ୍ଡାରର ଶୁଣାଣି ଶେଷ ; ରାୟକୁ ସଂରକ୍ଷିତ ରଖିଲେ କୋର୍ଟ

କଟକ : ହାଇକୋର୍ଟରେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ମାମଲାର ମଙ୍ଗଳବାର ଶୁଣାଣି ଶେଷ ହୋଇଛି। ରାୟକୁ ସଂରକ୍ଷିତ ରଖିଲେ କୋର୍ଟ। ରତ୍ନଭଣ୍ଡାରର ମରାମତି ସମ୍ପର୍କରେ ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ପୂର୍ବରୁ ଏନେଇ…
Read More...

ଓଟିଇଟି ପରୀକ୍ଷାର୍ଥୀଙ୍କ ଧାରଣା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଓଟିଇଟି ପରୀକ୍ଷାର୍ଥୀ ସୋମବାର ଧାରଣା ଦେଇଛନ୍ତି। ଓଟିଇଟି ପରୀକ୍ଷା ଦେବାକୁ ଥିବା ଶତାଧିକ ପିଲା ଧାରଣା ଦେଇଛନ୍ତି। ୨୦୨୩ ମସିହାର ଓଟିଇଟି ପରୀକ୍ଷା ଶୀଘ୍ର…
Read More...

କଟକରେ ପୁଣି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ଜବତ

କଟକ : ପୁଣି କଟକରେ ନକଲି ଖାଦ୍ୟ ଜିନିଷ ଠାବ ହୋଇଛି। ମାଲଗୋଦାମରୁ ପୁଣି ମିଳିଛି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ। ଘଟଣା ବିଷୟରେ ଖବର ପାଇ ମାଲଗୋଦାମରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲେ। ଅପମିଶ୍ରିତ…
Read More...

ଡ୍ରେନରେ ପଡି ଯୁବକ ମୃତ

କଟକ : ପୁଣି ଡ୍ରେନ୍‌‌ ନେଲା ଜୀବନ। କଟକରେ ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ନୂଆ ମାଲଗୋଦାମ ଗୁଡସେଡ୍‌‌ ରୋଡ୍‌‌ରେ ଡ୍ରେନରେ ପଡି ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ…
Read More...