bjd gruha runa
Browsing Tag

Corona news

ମୌର୍ଯ୍ୟ ରେସିଡେନ୍ସି ଅଞ୍ଚଳରେ ଲାଗିଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅର୍ନ୍ତଗତ ‘ମୌର୍ଯ୍ୟ ରେସିଡେନ୍ସି’ ଆପାର୍ଟମେଣ୍ଟ ଅଞ୍ଚଳରେ ସମ୍ବଲପୁର ଜିଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି। ଉପ ଜିଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଦ୍ୱାରା ଜାରି…
Read More...

କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ

ୱାଶିଂଟନ: କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି। ଫାର୍ମା କମ୍ପାନୀ ମୋଡେର୍ନା ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହି ଟିକା ନେଇଥିବା ରୋଗୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା…
Read More...

ପଞ୍ଜାବର ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂହ ବାଜୱା କରୋନା ସଂକ୍ରମିତ; ପ୍ରଥମେ ନେଗେଟିଭ୍‍ ଆସିଥିଲା ରିପୋର୍ଟ

ଚଣ୍ଡିଗଡ଼: ପଞ୍ଜାବର ଉଚ୍ଚଶିକ୍ଷା ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂହ ବାଜୱା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ମଙ୍ଗଳବାର ତାଙ୍କ ଦ୍ୱିତୀୟ ଯାଞ୍ଚ ରିପୋର୍ଟ…
Read More...

ପାଟଣା ବ୍ଲକରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ, ଅଗ୍ନିଶମ କର୍ମଚାରୀଙ୍କ ରିପୋର୍ଟ ୨ୟ ଥର ପାଇଁ ପଜିଟିଭ୍

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାଟଣା ଅଗ୍ନିଶମ ବିଭାଗର ଜଣେ ଯୁବ କର୍ମଚାରୀଙ୍କର କରୋନା ରିପୋର୍ଟ ଦ୍ବିତୀୟ ଥର ପାଇଁ ପଜିଟିଭ୍ ଆସିଛି । ଏହି…
Read More...

ଝାରସୁଗୁଡ଼ାରେ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାରେ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୭୨ରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ୪୮ ବର୍ଷିୟ ବ୍ୟକ୍ତି ଭୁବନେଶ୍ୱର ସମ…
Read More...

୨୧ ହଜାର ରୋଗୀଙ୍କ ଜୀବନ ନେଲାଣି କରୋନା, ଦିନକରେ ୨୪୮୭୯ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସୁଦ୍ଧା ଦେଶରେ ଏହି ମହାମାରୀ ଭୂତାଣୁ ୨୧ ହଜାର ୧୨୯ ରୋଗୀଙ୍କ ଜୀବନ ନେଇଥିବାବେଳେ ଗତ ୨୪ ଘଣ୍ଟାରେ ୨୪…
Read More...

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଦେଦର୍ହ ଗାଁ ୪୮ ଘଣ୍ଟା ସଟ୍‌ଡାଉନ

ଖପ୍ରାଖୋଲ: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଦର୍ହ ଗ୍ରାମର ଜଣେ ୨୨ ବର୍ଷୀୟା ଗର୍ଭବତୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେ ନିକଟରେ ତାମିଲନାଡୁରୁ ଫେରିଥିଲେ। ତାଙ୍କର କୋଭିଡ…
Read More...

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଝିଆରୀ କରୋନା ସଂକ୍ରମିତ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାସଭବନରେ ପ୍ରବେଶ କରିଛି କରୋନା। ନୀତିଶଙ୍କ ଝିଆରି କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୋମବାର ରାତିରେ ତାଙ୍କୁ ପାଟନାସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।…
Read More...

ଭୁବନେଶ୍ଵରରୁ ୨୫ ଆକ୍ରାନ୍ତ ଚିହ୍ନଟ, ୨୩ ଜଣ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ଵର: ରାଜ୍ୟରେ ସୋମବାର ୨୪୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲାରୁ ୪୦ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ମଧ୍ୟରେ ରାଜଧାନୀ…
Read More...

ଓଡ଼ିଶାକୁ ଆସିଲା କରୋନା ଔଷଧ

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ କରୋନା ଔଷଧ ଓଡ଼ିଶାରେ ପହଞ୍ଚିଛି। ରେମଡିସିଭିର ଏବଂ ଫାଭିପିରାଭିର ବା ଫାଭି ଫ୍ଲୁ ନାମକ ୨ଟି ଔଷଧ ରାଜ୍ୟରେ ପହଞ୍ଚିଥିବା ଡ୍ରଗ୍ସ କଂଟ୍ରୋଲର ମାମିନା ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା…
Read More...