Browsing Tag

Corona in India

ସିଆରପିଏଫର ପୁଣି ୬୮ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଧୀରେ ଧୀରେ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରଭାବିତ କରିବାରେ ଲାଗିଛି। ଦେଶର ସୁରକ୍ଷା ଦାୟିତ୍ଵରେ ନିୟୋଜିତ ଥିବା ଯବାନମାନେ ଏହି ମହାମାରୀ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବାରେ ଲାଗିଛନ୍ତି।…
Read More...

ଭାରତରେ ୧୨୦୦ ଟପିଲା ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ୨୨୯୩ ନୂଆ ଆକ୍ରାନ୍ତ, ୭୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଶନିବାର ସକାଳ ୮ଟା ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହି ମହାମାରୀ ଭୂତାଣୁ ଯୋଗୁ ମୋଟ ୧୨୧୮ ଜଣ ପ୍ରାଣ…
Read More...

ଭାରତରେ ୧ ହଜାର ଟପିଲା ‘କରୋନା’ ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୧ ହଜାର ଅତିକ୍ରମ କରିଛି। ଏହି ମହାମାରୀ ଭୂତାଣୁ ଯୋଗୁ ଦେଶରେ ବୁଧବାର ସକାଳ ସୁଦ୍ଧା ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ…
Read More...

ତୁଟିନି କନିକାଙ୍କ ଅଡୁଆ: ଘରେ ପହଞ୍ଚି ନୋଟିସ ଦେଲା ପୁଲିସ, ୩୦ରେ ବୟାନ ରେକର୍ଡ

ଲକ୍ଷ୍ନୌ: ବଲିଉଡ୍‌ ନାୟିକା କନିକା କପୁର କରୋନା ଯୁଦ୍ଧକୁ ଜିତିବା ପରେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି। କିନ୍ତୁ ତାଙ୍କ ସମସ୍ୟା କମ୍‌ ହୋଇନାହିଁ। ସୋମବାର ପୁଲିସ ଟିମ୍‌ ଲକ୍ଷ୍ନୌ ମହାନଗରସ୍ଥିତ ଶାଲୀମାର ଗ୍ୟାଲାଣ୍ଟ…
Read More...

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ- କହିଲେ ଲକଡାଉନରୁ ସୁଫଳ ମିଳୁଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁକୁ ନେଇ ଦେଶ ଏବଂ ରାଜ୍ୟଗୁଡ଼ିକରେ ସୃଷ୍ଟି ହୋଇଥିବା…
Read More...

ଭାରତରେ କରୋନା: ୮୭୨ ମୃତ, ୨୭ ହଜାର ୮୯୨ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ସୁଦ୍ଧା ୨୭ ହଜାର ୮୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୭୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ…
Read More...

ଭାରତରେ କରୋନା: ୨୪ ଘଣ୍ଟାରେ ୧୪୨୯ ଆକ୍ରାନ୍ତ ଓ ୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ହାର କମ୍‌ ଥିଲେ ବି ତାହା ଚିନ୍ତାଜନକ ବିଷୟ ପାଲଟିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୯ ଜଣ ନୂଆ…
Read More...

କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳ ହେଉଛି: କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ଭୂତାଣୁର ଚିକିତ୍ସାରେ ପ୍ଲାଜମା ଥେରାପି ସଫଳ ହେଉଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ଏଲଏଲଜେପି ହସ୍ପିଟାଲରେ ୪ ରୋଗୀଙ୍କୁ ଏହି ପଦ୍ଧତିରେ…
Read More...

ଦିଲ୍ଲୀ: ହସ୍ପିଟାଲର ୭ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୂତାଣୁ ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ବି ଏହି ଭୂତାଣୁ କବଳରେ ପଡୁଛନ୍ତି। ଦିଲ୍ଲୀର ବାବୁ…
Read More...

କରୋନା: ଆଖି ବୁଜିଲା ୪ ମାସର ଶିଶୁ

କୋଝିକୋଡ: କେରଳରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଏକ ୪ ମାସର ଶିଶୁର ମୃତ୍ୟୁ ଘଟିଛି। ଗତ ଗୁରୁବାର ପିଲାଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର ସେ କୋଝିକୋଡ ମେଡିକାଲ କଲେଜରେ ଚିକିତ୍ସାଧୀନ…
Read More...