ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗଞ୍ଜାମରେ ୨୫ ହଜାର ଲୋକ ସ୍ଥାନାନ୍ତର
ଛତ୍ରପୁର: ଗଞ୍ଜାମରେ ବାତ୍ୟା ‘ଦାନା’କୁ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବାତ୍ୟା ସମୟରେ ଗଞ୍ଜାମରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜିରୋ କାଜୁଆଲଟି ମୁଖ୍ୟ ଫୋକସ ରହିଛି।…
Read More...
Read More...