www.samajalive.in
Saturday, December 6, 2025
14.1 C
Bhubaneswar

ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ଛାଡି ନଦୀକୁ ଡେଇଁଲେ ବ୍ୟକ୍ତି, ଅଗ୍ନିଶମ ବାହିନୀର ସନ୍ଧାନ ଜାରି

ଛତ୍ରପୁର : ଗଞ୍ଜାମ ଥାନା ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟିକୁ ଛାଡି ନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ଓ ଗଞ୍ଜାମ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି। କିଏ ଓ କାହିଁକି ଏପରି କରିଛି ତାହା ଜଣା ପଡିନାହିଁ। ପୋଲ ନିକଟରେ ରହିଛି ସ୍କୁଟି, ଚପଲ, ଗ୍ୟାସ ପାସ ବୁକ ଜରିରେ ରଖିଥିବା ସହ କିଛି ପିଆଜ ପଡି ରହିଛି। ରୁଷିକୁଲ୍ୟା ନଦୀ ଭିତରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।

ତେବେ କିଏ ଏଭଳି କରିଛି ତାହା ଜଣା ପଡିନଥିବା ବେଳେ କିଛି ଦିନ ତଳେ ଏହିପରି ଘଟଣା ଘଟିଥିଲା। ବ୍ରହ୍ମପୁରର ଜଣେ ବ୍ୟକ୍ତି ଗାଡି ରଖି ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ସକାଳୁ ଏହି ଘଟଣା ଘଟିଛି।

ବାସ୍ତୁ : ଜାଣନ୍ତୁ, କବାଟ ପଛପଟେ କାହିଁକି ଟାଙ୍ଗିବେ ନାହିଁ ପୋଷାକ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories