ବାସ୍ତୁ : ଜାଣନ୍ତୁ, କବାଟ ପଛପଟେ କାହିଁକି ଟାଙ୍ଗିବେ ନାହିଁ ପୋଷାକ..

ସନାତନ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସ୍ୱପ୍ନ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଜୀବନରେ ଥିବା ସମସ୍ୟାକୁ ଦୂର ପାଇଁ ଓ ସୁଖମୟ ଜୀବନ ପାଇଁ ଶାସ୍ତ୍ରରେ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି । ବାସ୍ତୁ ଶାସ୍ତ୍ରରେ ଘର, କାର୍ଯ୍ୟାଳୟ ଆଦି ସ୍ଥାନ ପାଇଁ ସଠିକ୍‌ ଦିଗ ଓ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି । ଶାସ୍ତ୍ରରେ କକ୍ଷ, ରୋଷେଇ ଘର, ଶୟନ କକ୍ଷ ଏଭଳି କି ଘରର … Continue reading ବାସ୍ତୁ : ଜାଣନ୍ତୁ, କବାଟ ପଛପଟେ କାହିଁକି ଟାଙ୍ଗିବେ ନାହିଁ ପୋଷାକ..