Browsing Tag

berhampur news

ଲୋନ ନ ମିଳିବାରୁ ବ୍ୟାଙ୍କରେ ଭଙ୍ଗାରୁଜା କଲେ ଭିନ୍ନକ୍ଷମ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରେ ଜଣେ ଭିନ୍ନକ୍ଷମ ଭଙ୍ଗାରୁଜା କରିଛନ୍ତି ବୋଲି ଅଭିଯୋଗ ହୋଇଛି। । ତାଙ୍କୁ ସେହି ବ୍ୟାଙ୍କରୁ ଲୋନ ନ ମିଳିବାରୁ ସେ ଏଭଳି କାରନାମା…
Read More...

କରୋନାରେ ପ୍ରାଣ ହରାଇଲେ ବ୍ରହ୍ମପୁରର ଚିନି ଶିଳ୍ପର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ

ବ୍ରହ୍ମପୁର  : ବ୍ରହ୍ମପୁରର ହେତୁବାଦୀ ନେତା ତଥା ଆସିକା ଚିନି ଶିଳ୍ପର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ରାଜା ସୁରେଶଙ୍କ ଶୁକ୍ରବାର କରୋନାରେ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସେ କନିସି ସ୍ଥିତ ଅଶ୍ୱିନୀ କୋଭିଡ…
Read More...

ବ୍ରହ୍ମପୁର ଗସ୍ତରେ ପୁଲିସ ମହାନିର୍ଦେଶକ ଅଭୟ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଗସ୍ତରେ ପୁଲିସ ମହାନିର୍ଦେଶକ ଅଭୟ । ବ୍ରହ୍ମପୁରରେ ପହଞ୍ଚି ଦକ୍ଷିଣାଞ୍ଚଳର ବରିଷ୍ଠ ପୁସିଲ ଅଧିକାରୀଙ୍କ ସହ ଆଲୋଚନା କରି କୋଭିଡ ସ୍ଥିତର ସମୀକ୍ଷା କରିଛନ୍ତି । ଆନ୍ଧ୍ର ଓଡ଼ିଆ ସୀମା…
Read More...

କରୋନାରେ ପ୍ରାଣ ହରାଇଲେ ଶିକ୍ଷକ, ଆତ୍ମହତ୍ୟା କଲେ ପତ୍ନୀ

ବ୍ରହ୍ମପୁର : କରୋନାର ଆଉ ଏକ କରୁଣ କାହାଣୀ ସାମ୍ନାକୁ ଆସିଛି । ୨ ଦିନ ତଳେ କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷକଙ୍କ ପତ୍ନୀ ଦୁଃଖ ସହି ନପାରି ଆଜି ଆତ୍ମହତ୍ୟା କରିଛନ୍ତି । ବର୍ଷକ ତଳେ ଏହି ପରିବାରର ପୁଅ ସଡକ…
Read More...

ଏମକେସିଜି ମେଡିକାଲ କଲେଜ ପରିସରରୁ ଅଫିମ , ନଗଦ ଟଙ୍କା ଜବତ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରୁ ଅଫିମ ଓ ନଗଦ ଟଙ୍କା ଜବତ ହୋଇଛି। ପ୍ରାୟ ୩.୫ କେଜି ଅଫିମ ଓ ୪୦ ହଜାର ଟଙ୍କା ଜବତ ହୋଇଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏଠାରେ…
Read More...

କୋଭିଡ କଟକଣାରେ ପାଳନ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର : କୋଭିଡ କଟକଣାରେ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଳନ ହେବ ବୋଲି ବୁଧବାର ପରିଚାଳନା କମିଟି ସଦସ୍ୟଙ୍କ ସହ ବିଇଏମସି କମିଶନରଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ୨୧ ଦିନ ବଦଳରେ ଠାକୁରାଣୀଙ୍କ…
Read More...

କୁଖ୍ୟାତ ଗାଡି ଚୋର ଗିରଫ ; ୯ ବାଇକ ଓ ସ୍କୁଟି ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ଏକ ବଡ ସଫଳତା ମିଳିଛି ବୋଲି ଶୁକ୍ରବାର ଜଣାପଡ଼ିଛି । ବ୍ରହ୍ମପୁର ପୁଲିସ କୁଖ୍ୟାତ ଗାଡି ଚୋର ଏଲ ଶିବା ରେଡିକୁ ଗିରଫ କରିଛି । ତା ନିକଟରୁ ଚୋରି ହୋଇଥବା ୯ଟି ବାଇକ ଓ ସ୍କୁଟି ଜବତ…
Read More...

ଚତୁର୍ଥ ଥର ପାଇଁ ପ୍ଲାଜମା ଦେଲେ କେ.ଯୁଧିଷ୍ଠିର ରାଓ

ବ୍ରହ୍ମପୁର: କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଇଛି। ଏଥିରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ପ୍ଲାଜମା ଦାନ କରୁଛନ୍ତି। ଜିଲ୍ଲାରେ ଅନେକ କୋଭିଡ ଯୋଧ୍ୟା ଅଛନ୍ତି କିନ୍ତୁ ଏ ସମସ୍ତଙ୍କ…
Read More...

ପୁଣି ଖଲାସି ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ଦୀର୍ଘ ମାସ ପରେ ଜବରଦଖଲ ଉଚ୍ଛେଦ ପୁଣି ଥରେ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ସକାଳୁ ଖଲାସି ସାହିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସାହି ଛକରେ ଥିବା…
Read More...

ଗଞ୍ଜାମରେ ଆରମ୍ଭ ହେଲା ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ

ବ୍ରହ୍ମପୁର:  ଗଞ୍ଜାମ ଜିଲାରେ ପ୍ରଥମ ପର୍ୟ୍ୟାୟ ଟିକାକରଣ କାର୍ୟ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ୧୧ଟି କେନ୍ଦ୍ରରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ କରାଯାଇଛି । ଏଥିରେ ଅଛନ୍ତି ସ୍ବାସ୍ଥ୍ୟ କର୍ମୀ, ନର୍ସ,…
Read More...