Browsing Tag

berhampur news

ଜେଲ ଡିଜିଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର: ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଶନିବାର ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି । କାରାଗାରରେ ଆଜିଠାରୁ ନୂତନ ସାକ୍ଷାତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରଚଳିତ ତାର ଜାଲି ବଦଳରେ…
Read More...

ପାଟିରେ ୨୬୫ ତାସ ଧରି ଲିମକା ବୁକରେ ସ୍ଥାନ ପାଇଲେ ମନୋଜ

ବ୍ରହ୍ମପୁର: ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ଗଂଜାମ ଜିଲ୍ଲା ଭାବରଡ଼ା ଗ୍ରାମର ଯୁବକ ମନୋଜ କୁମାର ମହାରଣା । ମନୋଜ ନିଜ ପାଟିରେ ୨୫୬ ଟି ତାସ ରଖି ତାକୁ ୧ ମିନଟ ଯାଏଁ ଧାରଣ କରିଥିଲେ । ୨୦୧୮ରେ ମନୋଜ…
Read More...

ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

ବ୍ରହ୍ମପୁର: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଓକିଲଙ୍କ ପାଇଁ ଆୟୋଜିତ ଇ-ସର୍ଭିସ ପ୍ରଶିକ୍ଷଣ କାଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ…
Read More...

ବିଦ୍ୟୁତ ଖୁଣ୍ଟ ପଡି ଭାଙ୍ଗିଲା ଘର ଓ ଗାଡି

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର, ମେଣ୍ଟୁଛକ ନିକଟ ନୀଳକଣ୍ଠନଗର ସାହିରେ ଆଜି ସକାଳୁ ହଠାତ ଦୁଇଟି ବିଦ୍ୟୁତ ଖୁଣ୍ଟ ମୂଳରୁ ଭାଙ୍ଗି ରାସ୍ତାରେ ପଡି ଯାଇଛି । ଖୁଣ୍ଟ ଦୁଇଟି ତଳେ ପଡିବା ଯୋଗୁ ସେହି ଅଂଚଳରେ ବିଦ୍ୟୁତ…
Read More...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ହେଲା ଏକକ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛନ୍ତି ।…
Read More...

ଅବକାରୀ ଧରପଗଡ଼ ବେଳେ ଉତେଜନା

ବ୍ରହ୍ମପୁର: ଫାଷ୍ଟ ଗେଟ୍ ନିକଟରେ ଗଞ୍ଜେଇ ଧିରିବାକୁ ଯାଇ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଅଟକାଇ ଗାଡି ଚାଳକକୁ ମାଡ଼ ମାରିବା ସହ ଗାଡ଼ିର ଗ୍ଲାସ ଭାଙ୍ଗି ଦେଇଛନ୍ତି । ଗାଡ଼ିରେ…
Read More...

ବେଆଇନ ମଦ ବିକ୍ରି ; ୩ କର୍ମଚାରୀ ଗିରଫ

ବ୍ରହ୍ମପୁର: ରାତିରେ ବେଆଇନ ଭାବେ ମଦ ବିକ୍ରି କରିଥିବା ବେଳେ ବ୍ରହ୍ମପୁର ସହରରେ ଥିବା ଏକ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ବିଭିନ୍ନ କମ୍ପାନୀର ୧୩୫ ଲିଟର ବିଦେଶୀ ମଦ…
Read More...

ମାସିକ ୫ ହଜାର ଟଙ୍କା ସହାୟତା ଦାବି କଲା ବସ କର୍ମଚାରୀ ସଂଘ

ବ୍ରହ୍ମପୁର: ଦୀର୍ଘ ମାସ ହେବ ରୋଜଗାର ହରାଇ ଘରେ ବସିଥିବା ଘରୋଇ ବସ କର୍ମଚାରୀମାନେ ଆର୍ଥିକ ସହାୟତା ଦାବି କରିଛନ୍ତି । ଗଂଜାମ ଜିଲା ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…
Read More...

ବ୍ରହ୍ମପୁର ଆଇଟିଆଇରେ ସବୁଠୁ ବଡ ଇ-ୱେଷ୍ଟ କାରୁକାର୍ଯ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସବୁଠୁ ବଡ ଇ-ୱେଷ୍ଟ ତଥା ବୈଦୁତିକ ବର୍ଯ୍ୟବସ୍ତୁର କାରୁକାର୍ଯ୍ୟ ଶନିବାର ଲୋକର୍ପିତ ହୋଇଛି । ୨୯ ଫୁଟ ଉଚ୍ଚତାର ଏହି କାରୁକାର୍ଯ୍ୟକୁ ଆଇଟିଆଇର ଅପନ୍ ସ୍କ୍ରାପ…
Read More...

ଅମ୍ଳଜାନ ସିଲିଣ୍ଡର କଳାବଜାରି ବେଳେ ଚଢାଉ ; ୧୦ ସିଲିଣ୍ଡର ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଅମ୍ଳଜାନ ସିଲିଣ୍ଡର କଳା ବଜାରୀ ବେଳେ ପୁଲିସ ଏବଂ ଔଷଧ ନିରୀକ୍ଷକଙ୍କ ପକ୍ଷରୁ ଚଢାଉ କରାଯାଇଛି । ନୂଆ ବସଷ୍ଟାଣ୍ଡ ନିକଟସ୍ଥ ସର୍ଜିକାଲ ସାମଗ୍ରୀ ବିକ୍ରି କରୁଥିବା ଏକ ଦୋକାନରୁ ୧୦ ଟି…
Read More...