Browsing Tag

accident news

ଗଛକୁ ପିଟିଲା ସ୍କର୍ପିଓ ; ଜଣେ ମୃତ , ୭ ଆହତ 

ନବରଙ୍ଗପୁର : ଆଜି ଭୋର ସମୟରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜୀଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଗଛକୁ ସ୍କର୍ପିଓ ଗାଡି ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୭…
Read More...

ସ୍କର୍ପିଓ ଧକ୍କାରେ ୪ ମହିଳାଙ୍କ ମୃତ୍ୟୁ

ପାଟନା : ଆଜି ସକାଳେ ବିହାରର ଆରା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।  ପ୍ରାତଃଭ୍ରମଣରେ ଯାଇଥିବା ଉକ୍ତ ମହିଳାଙ୍କୁ ଏକ ସ୍କର୍ପିଓ ଧକ୍କା ଦେବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି।…
Read More...

ଜମ୍ମୁ-କାଶ୍ମୀରରେ ମିନି ବସ ଦୁର୍ଘଟଣା ; ୮ ମୃତ

ଜମ୍ମୁ : ଜାମ୍ମୁ କାଶ୍ମୀରର ଦୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଘାଇକୁ ଏକ ମିନି ବସ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି। କିଶ୍ଟୱରରୁ ଜାମ୍ମୁକୁ ଆସୁଥିବା  ମିନି ବସ …
Read More...

ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତେଜନା

ରାଉରକେଲା : ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ଼ରେ ଗତକାଲି ଏକ କାର ଧକ୍କାରେ ଜଣେ ୯ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଅଂଚଳରେ ତୀବ୍ର ଉତେଜନା ଜାରି ରହିଛି । ଅଂଚଳବାସୀ କ୍ଷତିପୂରଣ ଓ କାର…
Read More...

ବସ-ଟ୍ରକ ମୁହାଁମୁହିଁ ଧକ୍କା ; ୯ ମୃତ,୨୭ ଆହତ

ବାରାବାଙ୍କୀ : ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାବଙ୍କୀର ଦେବା ଥାନା କ୍ଷେତ୍ର କିସାନ ପଥରେ ବାବୁରହିୟା ଗାଁର ନିକଟରେ ଗୁରୁବାର ସକାଳେ କିସାନ ପଥରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଟ୍ରକ ଓ ବସ ମୁହାଁମୁହିଁ ଧକ୍କା…
Read More...

ବସକୁ ଧକ୍କା ଦେଲା ଟ୍ରକ ,ମିନିଟ୍ରକ ; ୩ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା ବସକୁ ଟ୍ରକ ଧକ୍କା ଦେବାରୁ ୩ ଗୁରୁତର ଆହତ…
Read More...

ଟେମ୍ପୁ ଧକ୍କାରେ ବସ ଚାଳକ ମୃତ

ଚିକିଟି : କେ ନୂଆଗାଁ ଥାନା ଅନର୍ଗତ ଚୂଡ଼ଙ୍ଗପୁର ନିକଟରେ ଏକ ଟେମ୍ପୁ ଧକ୍କାରେ ବସ ଚାଳକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଆଜି ଭୋରରେ ଭୁବନେଶ୍ୱରରୁ ଚିକିଟି ଆସୁଥିବା ମହାଲକ୍ଷ୍ମୀ ବସ୍ ଦେଓଖାଲି ନିକଟ…
Read More...

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

କନ୍ଧମାଳ : କନ୍ଧମାଳ ଜିଲା ସଦର ଥାନା ଅଞ୍ଚଳ ତୁଡ଼ିପାଜୁ  ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ରହିଛନ୍ତି। ବାଇକ ଚାଳକ ଆଶିଷ ଦିଗାଲ ଏବଂ ଦୀପା କଂହର ରାତ୍ରି ସମୟରେ…
Read More...

କାର ଧକ୍କାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

କଟକ : କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଆଜି ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର ଜଣେ କନେଷ୍ଟବଳ। ସେ ପ୍ରାତଃ ଭ୍ରମଣ କରୁଥିବା ସମୟରେ…
Read More...

ଅଜଣାଗାଡି ଧକ୍କାରେ ୪ଗାଈ,ବାଛୁରୀ ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଠିଡିକାଯୋର ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଅଜଣାଗାଡି ଧକ୍କାରେ ଦୁଇଟି ଗାଈ,ଦୁଇଟି ବାଛୁରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆଜି ସକାଳୁ…
Read More...