Browsing Tag

aathagarh news odia news odisha news

ଦନ୍ତାହାତୀର ଗଳିତ ମୃତଦେହ ଠାବ

ଆଠଗଡ : ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଗୁରୁବାର ଠାବ ହୋଇଛି। ଆଠଗଡ ତିଗିରିଆ ବିଟ୍‌‌ ଅଂଶୁପା ରାସ୍ତା ପେଟ୍ରୋଲପମ୍ପ ନିକଟ ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି। ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ…
Read More...

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

ଆଠଗଡ: ଖୁଣ୍ଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆ ଶୁକ୍ରବାର ଆକ୍ରମଣ କରିଛନ୍ତି। ଅବକାରୀ କର୍ମଚାରୀଙ୍କୁ ମାଫିଆଙ୍କ ଅତର୍କିତ ଆକ୍ରମଣରେ ୪ କର୍ମଚାରୀ ଆହତ ହୋଇଛନ୍ତି। ମାଡ ମାରିବା…
Read More...

ଡକାୟତି ଉଦ୍ୟମ ବେଳେ ୫ ଜଣକୁ କାବୁକଲା ପୁଲିସ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ୬୫ନଂ ରାଜ୍ୟ ରାଜପଥର ଆଙ୍କୁଲା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ୫ଜଣ ଯୁବକଙ୍କୁ ଆଠଗଡ ପୁଲିସ କାବୁ କରି ଗିରଫ କରିଥିବା ଜଣାପଡିଛି।…
Read More...

ମୁଣ୍ଡଳୀଠାରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ; ଗିରଫ ସଂଖ୍ୟା ୫

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ମୁଣ୍ଡଳୀ ପୋଲର ଟୋଲଗେଟରେ ଛତିଶଗଡ ପର୍ୟ୍ୟଟକଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ଗତ ମେ ୨୩ ତାରିଖରେ ଟୋଲ ଦେୟ ଦେଣନେଣକୁ…
Read More...

ଅବକାରୀ ଚଢ଼ାଉ; ଦେଶୀମଦ ଜବତ; ଦୁଇ ଗିରଫ

ଆଠଗଡ : ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ୩୮ ଲିଟର ଦେଶୀ ମଦ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମର ଅଜୟ…
Read More...

ଗୋଚର ଜବରଦଖଲ ବିରୋଧରେ ବିଜେପିର ଦାବିପତ୍ର

ଆଠଗଡ : ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ଗୋଚର ଜମି ଜବରଦଖଲ ବିରୋଧରେ ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଠଗଡ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଧାଗୋବିନ୍ଦପୁର…
Read More...

ଘରର ତାଜା ଖସି ନାବାଳକ ଗୁରୁତର 

ଆଠଗଡ଼ : ନିଜ ଘରର ତାଜା ଖସି ପଡ଼ିବାରୁ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେ ହେଲେ କନ୍ଦରପୁର ପଞ୍ଚାୟତ ରାଉତରାପୁର ଗ୍ରାମର ରାଜ କିଶୋର ସାହୁଙ୍କ ପୁଅ ଶ୍ରବଣ କୁମାର ସାହୁ (୧୪) । ଗୁରୁତର ଅବସ୍ଥାରେ…
Read More...

ସିବିଏସଇ ପରୀକ୍ଷାରେ ୯୮% ରଖି ସ୍କୁଲ ଟପ୍ପର ଦେବାଶିଷ ବିଶ୍ବାଳ

ଆଠଗଡ : ସିବିଏସଇ ଦ୍ବାରା ପରିଚାଳିତ ଚଳିତ ବର୍ଷର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆଠଗଡ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲର ଛାତ୍ର ଦେବାଶିଷ ବିଶ୍ବାଳ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ଅର୍ଥାତ ଶତକଡା ୯୮…
Read More...