www.samajalive.in
Saturday, December 6, 2025
15.1 C
Bhubaneswar

ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

ଆଠଗଡ: ଖୁଣ୍ଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆ ଶୁକ୍ରବାର ଆକ୍ରମଣ କରିଛନ୍ତି। ଅବକାରୀ କର୍ମଚାରୀଙ୍କୁ ମାଫିଆଙ୍କ ଅତର୍କିତ ଆକ୍ରମଣରେ ୪ କର୍ମଚାରୀ ଆହତ ହୋଇଛନ୍ତି। ମାଡ ମାରିବା ସହ ଅବକାରୀ ଗାଡି ଭାଙ୍ଗିଛନ୍ତି ମଦ ମାଫିଆ। ଖୁଣ୍ଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଚଢାଉ ବେଳେ ଏହି ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories