www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି..

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍‌‌ ବନ୍ଦ ହେଲା..

- Advertisement -

ଏବେ ୨ଟି ଗେଟ୍‌‌ ଦେଇ ହୀରାକୁଦରୁ ଚାଲିଛି ଜଳ ନିଷ୍କାସନ..

ପ୍ରଯୋଜକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜଣାଶୁଣା ଓଲିଉଡ ଅଭିନେତ୍ରୀ..

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍‌‌ କରୁଥିବା ଅଭିଯୋଗ..

ଫିଲିଫାଇନ୍ସରେ ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କ ମୃତ୍ୟୁ..

କୋଣାର୍କ : ନୂଆଗାଁ ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ୨୦ ଫୁଟ୍‌‌ର ଘାଇ..

ସୁନିନ୍ଦା ଠାରେ କେନାଲରେ ୨୦ ଫୁଟର ଘାଇ, ଚିନ୍ତାରେ ଲେ।କେ..

ନୟାଗଡ : ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର..

୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ..

ଆଠଗଡ: ଖୁଣ୍ଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ..

ଉଦଳା : ଗାଁ ରାସ୍ତାରେ ଧାନ ରୋଇ ପ୍ରତିବାଦ..

କପ୍ତିପଦା କୁନ୍ତିବଣୀ ଗାଁ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ..

ପ୍ରାୟ ୩ ରୁ ୪ କିମି ରାସ୍ତା ଅବସ୍ଥା ଖରାପ ଥିବାରୁ ଅଭିନବ ପ୍ରତିବାଦ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories