ନାଗପୁର : ସୁରେଶ ଜୋଷୀ ପୁନର୍ବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ)ର ସାଧାରଣ ସମ୍ପାଦକ (ସରକାର୍ଯ୍ୟବାହ) ଭାବେ ନିର୍ବାଚିତ ହୋଇଛନ୍ତି। ଭାୟାଜୀ ଭାବେ ପରିଚିତ ଶ୍ରୀ ଜୋଷୀ କ୍ରମାଗତ ୪ର୍ଥ ଥର ପାଇଁ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ସେ ସଂଘର ଦୈନଦିନ କାର୍ଯ୍ୟ ପରିଚାଳନା କରିଥାନ୍ତି। ତାଙ୍କର ପୁନଃନିର୍ବାଚନ ସମ୍ପର୍କରେ ଶନିବାର ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଖିଳ ଭାରତୀୟ ପ୍ରତିନିଧି ସଭା (ଏବିପିଏସ୍) ବୈଠକରେ ଘୋଷଣା କରିଛନ୍ତି।
Popular Categories



