ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଗିରଫ

0

ବ୍ରହ୍ମପୁର :  ବ୍ୟବସାୟୀ କବି ସାହୁଙ୍କୁ ବଟି ମାଗିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଗନ୍ତାୟତକୁ ପୁଲିସ ଗିରଫ କରିଛି । ଅଗଷ୍ଟ ୧୨ତାରିଖରେ ସୁନିଲ ବ୍ୟବସାୟୀ କବି ସାହୁଙ୍କୁ ଲକ୍ଷାଧିକ ଟଙ୍କା ବଟି ମାଗିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଉପରକୁ  ଗୁଳିଚାଳନା ଘଟଣାରେ ସୁନିଲ ମୁଖ୍ୟ ଅଭିଯୁକ୍ତ। ଗତ ଫେବୃଆରୀ ୧୧ତାରିଖରେ ଏହି ଗୁଳିକାଣ୍ଡ ଘଟିଥିଲା।

Leave A Reply