www.samajalive.in
Monday, December 15, 2025
15.1 C
Bhubaneswar

ପଞ୍ଚlୟତରୁ ଚାଉଳ ନେଇ ଫେରୁଥିବା ବାଟରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଞ୍ଚlୟତକୁ ମୁଡକାନି ଗାଁର ବଳରାମ ସଗରିଆ (୫୯) ସାଇକେଲରେ ୪ ମାସର ଚାଉଳ ନେଇ ଫେରୁଥିବା ବେଳେ ଚାରପାଣି ଗାଁ ନିକଟରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ବଡ଼ବାଙ୍କୀ ପଞ୍ଚlୟତରେ ଚାଉଳ ବଣ୍ଟନ ହେଉଥିବାରୁ ପଞ୍ଚlୟତର ମୁଡକାନୀ ଗାଁ ସମସ୍ତ ହିତାଧିକାରୀ ଚାଉଳ ନେବା ପାଇଁ ଯାଇଥିଲେ। ବଳରାମ ମଧ୍ୟ ନିଜ ରେସନ କାର୍ଡର ଚାଉଳ ନେବାକୁ ଯାଇଥିଲେ। ଚାଉଳ ନେଇ ସାଇକେଲରେ ଫେରୁଥିବା ସମୟରେ ଚାରପାଣି ଗାଁ ନିକଟରେ ହଠାତ ଟଳି ପଡ଼ିଥିଲେ। ପଞ୍ଚାଏତ ହେଡ଼କ୍ୱାର୍ଟରରୁ ମୁଡକାନୀ ଗାଁ ୪ କିଲୋମିଟର ଦୂରତ୍ୱ ପରିବାର ଲୋକେ ଖବର ପାଇ ଯାଇଦେଖିବାରୁ ବଳରାମ ଙ୍କ ମୃତ୍ୟୁ ହୋଇଥିଲା l ଯାହା ଫଳରେ ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଓ ଗ୍ରାମବାସୀ। ସରକାର ତୁରନ୍ତ ଏହାର ତଦନ୍ତ କରି କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories