www.samajalive.in
Tuesday, December 9, 2025
26.1 C
Bhubaneswar

ଅଁଳା ନବମୀ ପାଇଁ ଜିଲାପାଳ ଓ ଏସପିଙ୍କ ଆଲୋଚନା

ସୁଆଣ୍ଡୋ : ପୁରୀ ଜିଲାର ଦ୍ୱିତୀୟ ଗଣପର୍ବ ଭାବେ ପରିଚିତ ସାକ୍ଷୀଗୋପାଳ ମନ୍ଦିରରେ ମାଆ ଶ୍ରୀରାଧା ଠାକୁରାଣୀଙ୍କ ପାଦଦର୍ଶନ ମଙ୍ଗଳବାର ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜିଲାପାଳ ବଲୱନ୍ତ ସିଂହ ଓ ଏସ ପି ଡ. ଉମାଶଙ୍କର ଦାଶ ମନ୍ଦିର ନିକଟ କ୍ୟାମ୍ପରେ ଅଫିସରମାନଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ସକାଳ ଛଅଟାରେ ପାଦ ଦର୍ଶନ ଆରମ୍ଭ ହେବ ବୋଲି ଜଣାପଡିଛି । ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଛି । ସମସ୍ତେ ବାରିକେଟ ମଧ୍ୟରେ ଧାଡିରେ ଯାଇ ମାଆଙ୍କ ପାଦଦର୍ଶନ କରିବେ । ମନ୍ଦିରକୁ ଫୁଲ ଓ ରଙ୍ଗବେରଙ୍ଗ ଆଲୋକସଜ୍ଜା କରାଯାଇଛି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories