mission shakti banner

ଜିଲାବ୍ୟାପି ଗ୍ରାମୀଣ ଡ଼ାକ ସେବକଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ

BSKY banner  750×100
0

ସୁନ୍ଦରଗଡ଼: ଅଖିଳ ଭାରତୀୟ ପୋଷ୍ଟାଲ ଏମ୍ପେ୍ଲାଇଜ ୟୁନିୟନ ଜି.ଡ଼ି.ଏସ(ଏନ.ଏଫ.ପି.ଇ) ଓ ଅଖିଳ ଭାରତୀୟ ଗ୍ରାମୀଣ ଡ଼ାକ ସେବା ୟୁନିୟନର ମିଳିତ ଆହ୍ୱାନ କ୍ରମେ ଜି.ଡ଼ି.ଏସ କମିଟି ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଜିଲାବ୍ୟାପି ଗ୍ରାମୀଣ ଡ଼ାକ ସେବକଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଓ ଧାରଣା ଆରମ୍ଭ ହୋଇଛି । ଫଳରେ ଗ୍ରାମାଞ୍ଚଳରେ ଡ଼ାକ ସେବା ଏକ ପ୍ରକାର ଠପ୍‍ ହୋଇଯାଇଛି । ସୁନ୍ଦରଗଡ଼ ମୁଖ୍ୟ ଡ଼ାକ ଘର ସମ୍ମୁଖରେ ଜିଡିଏସ୍‌ଙ୍କ ପକ୍ଷରୁ ଧର୍ମଘଟ ଓ ଧାରଣା ଦିଆଯାଇଥିଲା । ଏହା ଅନିର୍ଦ୍ଧିଷ୍ଟ କାଳ ଯାଏ ଚାଲିବ ବୋଲି ଜଣାପଡ଼ିଛି

Leave A Reply