BJD Bijuli 480×75 Mob

ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା

BJD Bijuli 480×75 Mob
0

ବଲାଙ୍ଗୀର : ଶନିବାର ପାଟଣାଗଡରେ ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର-ପାଟଣାଗଡ-ନୂଆପଡା ରେଳ ଧାରଣା କାମ ଆରମ୍ଭ ଦାବିରେ ପାଟଣାଗଡ ସିଟିଜେନ ଫୋରମ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Leave A Reply