www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..

ନୂଆଦିଲ୍ଲୀ : ଆମ୍ବ ଜୁସ୍‌ ପିଇବାକୁ ଅଧିକାଂଶ ପସନ୍ଦ କରନ୍ତି । ଖରାଦିନେ ଏହାର ଚାହିଦା ଅଧିକ ଥାଏ । ଘରେ ମଧ୍ୟ ଲୋକେ ଏହାର ଜୁସ୍‌ ପ୍ରସ୍ତୁତ କରି ସେବନ କରନ୍ତି । କେବଳ ଖରାଦିନେ ନୁହେଁ ବଜାରରେ ବିକ୍ରି ହେଉଥିବା ଜୁସକୁ ଲୋକେ ବର୍ଷ ସାରା ମଧ୍ୟ ପିଇ ଥାଆନ୍ତି । ମାତ୍ର ବଜାରରେ ବିକ୍ରି ହେଉଥିବା ଆମ୍ବର ଅନେକ ପ୍ରକାର ଜୁସ୍‌ ବୋତଲ ଓ ପ୍ୟାକେଟରେ ମିଳୁଛି । ଯାହାକୁ ଆମ୍ବ ରସ ଭାବି ପିଉଛନ୍ତି, ତାହା କିଭଳି ଓ କେଉଁ ଜିନିଷରୁ ମିଶି ପ୍ରସ୍ତୁତ ହେଉଛି, ତାହା ଜାଣନ୍ତି କି? ନିକଟରେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଶେୟାର କରାଯାଇଛି । ଭିଡିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ।


ଭିଡିଓରେ ଦେଖିପାରିବେ, ହଳଦିଆ ରଙ୍ଗର ତରଳ ପଦାର୍ଥକୁ ଏକ ବଡ ଗ୍ରାଇଣ୍ଡର ମଧ୍ୟରେ ପକାଉଛନ୍ତି । ଏହାପରେ ଏଥିରେ ଲାଲ ଓ କମଳା ରଙ୍ଗର ଖାଦ୍ୟ ରଙ୍ଗ ମିଶାଉଛନ୍ତି । ଚିନି ସିରା ସହ ଅନ୍ୟ କିଛି ଜିନିଷ ମିଶାଯାଉଛି । ଏହାପରେ ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ ଓ ବୋତଲ ଭିତରେ ଭର୍ତ୍ତି କରାଯାଉଛି । ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ନଖର ଏହି ସଙ୍କେତରୁ ଜାଣନ୍ତୁ ଶରୀରରେ ଅଛି କେଉଁ ଭିଟାମିନର ଅଭାବ..

- Advertisement -

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories