ନଖର ଏହି ସଙ୍କେତରୁ ଜାଣନ୍ତୁ ଶରୀରରେ ଅଛି କେଉଁ ଭିଟାମିନର ଅଭାବ..

ସୁନ୍ଦର ନଖ ସଭିଁଙ୍କୁ ପସନ୍ଦ । ସୁସ୍ଥ ଓ ମଜଭୁତ ନଖ କେବଳ ହାତର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ତାହା ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟର ମଧ୍ୟ ସଙ୍କେତ ଦେଇଥାଏ । ଯଦି ନଖ ମଜଭୁତ ଓ ସଠିକ୍‌ ସମୟ ଅନୁସାରେ ବୃଦ୍ଧି ହେଉଛି, ତେବେ ଶରୀର ସୁସ୍ଥ ଥିବାର ଏହା ସଙ୍କେତ ଦେଇଥାଏ । ନିକଟରେ ଜଣେ ଡାଏଟିସିଆନ୍‌ ଏନେଇ ସୂଚନା ପ୍ରଦାନ କରିଛନ୍ତି । ନଖକୁ ଦେଖି ଶରୀରରେ କେଉଁ ଭିଟାମିନର ଅଭାବ ରହିଛି, … Continue reading ନଖର ଏହି ସଙ୍କେତରୁ ଜାଣନ୍ତୁ ଶରୀରରେ ଅଛି କେଉଁ ଭିଟାମିନର ଅଭାବ..