www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ମାଆ ସିଂହୀ ଓ ଶାବକର ମନଛୁଆଁ ଭିଡିଓ..

ନୂଆଦିଲ୍ଲୀ : ତାଞ୍ଜାନିଆର ସେରେଂଗେଟୀ ଜାତୀୟ ଉଦ୍ୟାନରେ ଏକ ସିଂହୀ ଛୁଆ ନିଜ ମାଆକୁ ଡାକି ଡାକି ପଛେ ପଛେ ଯାଉଥିବା ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓ ବନ୍ୟଜନ୍ତୁ ପ୍ରେମୀଙ୍କ ମନକୁ ନିଶ୍ଚୟ ଖୁସି କରି ଦେବ । ଅଗଷ୍ଟ ୨୦୨୪ରେ ସଫାରୀ ସମୟରେ ଏହି ମନଛୁଆଁ ଭିଡିଓ ରେକର୍ଡ କରାଯିବା ପରେ ଭାଇରାଲ୍‌ ହୋଇଥିଲା । ଯାହା ସଭଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭିଡିଓକୁ ଅନେକ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଭିଡିଓରେ ଦେଖିପାରିବେ ପ୍ରାୟ ୧୪ ଦିନର ଶାବକ ନିଜ ମାଆ ସିଂହୀ ପଛେ ପଛେ ଯାଉଛି । ପାଟିରେ ଶବ୍ଦ କରି ମାଆ ପଛେ ଦୌଡୁଛି। ଯେପରି ନିଜ ମାଆକୁ ଡାକୁଛି।

ମକର ସଂକ୍ରାନ୍ତି: ବାସ୍‌ ଏହି ଜିନିଷ ଦାନ କଲେ, ମିଳିବ ସୂର୍ଯ୍ୟ-ଶନିଙ୍କ କୃପା, ବର୍ଷଯାକ ଧନ, ଗ୍ରହ ଦୋଷ, ରୋଗରୁ ମୁକ୍ତି..

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ସାବଧାନ୍‌; ଆସିଲା ନୂଆ ଟ୍ରାଫିକ୍‌ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..

 

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories