ସାବଧାନ୍‌; ଆସିଲା ନୂଆ ଟ୍ରାଫିକ୍‌ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..

ନୂଆଦିଲ୍ଲୀ : ଦେଶରେ ଗାଡି ସଂଖ୍ୟା ନିୟମିତ ବୃଦ୍ଧି ପାଉଥିବା ଦେଖାଯାଉଛି। ରାତି ପାହିବା ମାତ୍ରେ ଲୋକେ ମୁଖ୍ୟତଃ ୨ ହେଉ କିମ୍ବା ୪ ଚକିଆ ଧରି ନିଜ ନିଜ କାମରେ ବାହାରି ଯାଆନ୍ତି । ତେବେ ଅନେକ ସମୟରେ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିବା ଦ୍ୱାରା ଜୋରିମାନା ଦେବାକୁୁ ପଡିଥାଏ। ଏବେ କିନ୍ତୁ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିବା ଦ୍ୱାରା ମୋଟା ଅଙ୍କର ଜୋରିମାନା ଗଣିବେ। ନିୟମ ଉଲ୍ଲଂଘନ କଲେ ଶହ କି ହଜାର ନୁହେଁ … Continue reading ସାବଧାନ୍‌; ଆସିଲା ନୂଆ ଟ୍ରାଫିକ୍‌ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..