ସୋର : ପଶ୍ଚିମବଙ୍ଗ ବିଧାୟକଙ୍କ ଗାଡି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ । ଜାମୁଝାଡି ଛକ ନିକଟରେ ବୁଧବାର ସ୍କୁଟିକୁ ଧକ୍କା ଦେଇଥିଲା ବିଧାୟକଙ୍କ ଗାଡି । ସିମୁଳିଆ ମେଡିକାଲରେ ସ୍କୁଟି ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ବିଧାୟକ ଗୌତମ ଚୌଧୁରୀଙ୍କୁ ସିମୁଳିଆ ଥାନାରେ ପଚରାଉଚରା କରାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରହିଛି ।
୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହେଲେ ବୃହସ୍ପତି ; ଏହି ରାଶିଙ୍କୁ କରିବେ କୋଟିପତି, ମିଳିବ ସବୁ ଖୁସି..
ବଡ ଅଘଟଣ ; ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ, ଦେଖନ୍ତୁ ଛାତିଥରା ଦୃଶ୍ୟ



