www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟାପୁଛି ନିଆଁ: ଜଙ୍ଗଲର ସୁରକ୍ଷା ଲାଗି ଠେଙ୍ଗା ପାଳି କରୁଛନ୍ତି ଗ୍ରାମବାସୀ

ବଣାଇ: ଜଳୁଛି ଜଙ୍ଗଲ।  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ରାଉରକେଲା ଡିଭିଜନ ର ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲ ରେ ଏବେ ନିଆଁ ବ୍ୟାପିବାରେ ଲାଗିଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରହିଛି।  ମୁଖ୍ୟତଃ ଏହି ନିଆଁ ମନୁଷ୍ୟକୃତ। ତେବେ ନିଆଁ କିପରି ବେଶୀ ଅଞ୍ଚଳକୁ ବ୍ୟାପିବନି,  ସେଥିପାଇଁ ଗ୍ରାମବାସୀମାନେ ଅଣ୍ଟା ଭିଡିଛନ୍ତି।  ଠେଙ୍ଗା ପାଳି କରି ଜଙ୍ଗଲକୁ ରକ୍ଷା କରିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି।  ଗାଁର ମହିଳା ଏବଂ ପୁରୁଷମାନେ ହାତରେ ବାଡି ଧରି ପାଳି କରି ହାତରେ ବାହି ଧରି ବୁଲୁଛନ୍ତି। ଏ ନେଇ ରେଞ୍ଜର କହିଛନ୍ତି , ଏହା ମନୁଷ୍ୟ କୃତ ନିଆଁ।  ମହୁଲ, କେନ୍ଦୁପତ୍ର ଜମି ଯୋଗୁଁ ଜଙ୍ଗଲ ରେ ନିଆଁ ବ୍ୟାପୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories