www.samajalive.in
Sunday, December 14, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ନାଗକୁ ମାରିବା ପରେ ନେଉଳର ପିଛା ଛାଡିଲାନି ନାଗୁଣୀ, ୨୪ ଘଣ୍ଟା ଯାଏଁ..

ନୂଆଦିଲ୍ଲୀ : ସାପ ସହ ନେଉଳର ଲଢେଇରେ ଅଧିକାଂଶ ସମୟରେ ନେଉଳ ଜିତିଥିବାର ଦେଖାଯାଏ। ନିକଟରେ ନାଗ,ନାଗୁଣୀ ସହ ନେଉଳର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନାଗ ଓ ନେଉଳ ଭିତରେ ଲଢେଇ ପରେ ନେଉଳ ନାଗକୁ ମାରିଦେଇଛି। ନାଗର ମୃତ୍ୟୁ ପରେ ନାଗୁଣୀ ନେଉଳର ପିଛା କରିଥିଲା। କିଛି ସମୟ ନୁହେଁ ବରଂ ୨୪ ଘଣ୍ଟା ପିଛା କରିଥିଲା। ନାଗକୁ ଗଛ ଉପରେ ଟାଙ୍ଗି ଛାଡିବା ପରେ ନାଗୁଣୀ ନେଉଳର ପିଛା ଛାଡିଥିଲା । ଏହାପରେ ନାଗୁଣୀ ସେ ଗଛ ନିକଟରେ ହିଁ ବୁଲିବାକୁ ଲାଗିଲା।


ଏହି ଘଟଣା ଉତ୍ତରପ୍ରଦେଶର ମୈନପୁରୀ ଜିଲାର ବୋଲି କୁହାଯାଉଛି । ଏଠାରେ ଏକ ଗାଁରେ ନାଗୁଣୀ ଏଭଳି କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି, ପ୍ରଥମେ ନାଗ ଓ ନେଉଳର ଲଢେଇ ହୋଇଥିଲା । ନାଗ ମରିଯିବା ପରେ ନାଗୁଣୀ ନେଉଳର ପିଛା ଛାଡିନଥିଲା। ୨୪ ଘଣ୍ଟା ପର୍ଯ୍ୟନ୍ତ ନାଗୁଣୀ ନେଉଳ ପଛେ ପଛେ ବୁଲିଥିଲା।

- Advertisement -

ଲୋକେ ଗଛ ନିକଟରେ ଏକାଠି ହୋଇ ଭିଡ କରିବା ସହ ଘଟଣାର ଭିଡିଓ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଲୋକେ ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍‌ ଧନ..

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories