ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ଜିଓ ନିଜର କୋଟି କୋଟି ଗ୍ରାହକଙ୍କୁ ଖୁସି କରାଇବା ଭଳି ଏକ ରିଚାର୍ଜ ପ୍ଲାନ୍‌ ଓ ଖାସ୍‌ ଅଫର୍‌ ଆଣିଛି। ଯଦି ଆପଣ ୱେବ୍‌ ସିରିଜ୍‌ ଦେଖିବାକୁ ପସନ୍ଦ କରୁନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଜିଓ ୧୭ ଜାନୁଆରୀ ଅର୍ଥାତ୍‌ ଶୁକ୍ରବାର ରିଲିଜ୍‌ ହୋଇଥିବା ୱେବ୍‌ ସିରିଜ୍‌ ‘ପାତାଲ ଲୋକ ୨’କୁ ମାଗଣାରେ ଦେଖିବାକୁ ସୁଯୋଗ ଦେଇଛି। ଜିଓ ଏକ ଖାସ୍‌ ରିଚାର୍ଜ ପ୍ଲାନ୍‌ ସହ ଏହି ୱେବ୍‌ ସିରିଜ୍‌କୁ … Continue reading ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..