୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍ ଧନ..
ଶୁକ୍ର ଗ୍ରହ ୨୮ ଜାନୁଆରୀରେ ମୀନ ରାଶିରେ ପ୍ରବେଶ କରିବେ । ୩୧ ମେ’ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଶୁକ୍ର ଗ୍ରହ ସୁଖସମୃଦ୍ଧି, କଳା, ପ୍ରେମ ଓ ଆକର୍ଷଣର କାରକ ବୋଲି କୁହାଯାଏ । ଶୁକ୍ରଙ୍କ ଏହି ଚଳନ ହେତୁ ସମସ୍ତ ରାଶି ଉପରେ କି ପ୍ରଭାବ ପଡିବ, କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ.. ମେଷ – ଏହି ରାଶି ବ୍ୟକ୍ତି ବିଶେଷ ଆଳସ୍ୟ ନକରି ନିୟମିତ … Continue reading ୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍ ଧନ..
Copy and paste this URL into your WordPress site to embed
Copy and paste this code into your site to embed