www.samajalive.in
Monday, December 15, 2025
14.1 C
Bhubaneswar

ଗୁଜୁରାଟରେ ମହିଳାଙ୍କୁ ସାପ କାମୁଡିବା ପରେ ଲୁଣ ଲାଗିଲା ମିଠା- ସାପ ସହ ପହଞ୍ଚିଲେ….

ସୁରାଟ- ଗୁଜାରାଟର ରାଜକୋଟରେ ଜଣେ ମହିଳାଙ୍କୁ ସାପ କାମୁଡିବା ପରେ ତାଙ୍କୁ ଲୁଣ ମିଠା ଲାଗିବାକୁ ଲାଗିଥିଲା । ଏହାପରେ ମହିଳାଜଣଙ୍କ ସାପ ସହ ଡାକ୍ତରଖାାନରେ ପହଞ୍ଚିଥିଲେ। ମୃତ ସାପକୁ ନେଇ ମହିଳା ଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦୁର୍ଗାବେନ ଚୌହାନ ନାମକ ମହିଳା ଶୋଉଥିବା ସମୟରେ ତାଙ୍କ ଶେଯରେ ସାପ ପଶିଯାଇଥିଲା । ସକାଳେ ଉଠିବା ପରେ ସେ ଏ ବିଷୟରେ ଜାଣିବା ପାଇଁ ପାଇଥିଲେ । ତାଙ୍କୁ ସାପ କାମୁଡିଛି କି ନାହିଁ ଜାଣିବା ପାଇଁ ସେ ଲୁଣ ଖାଇଥିଲେ । ଲୁଣ ମିଠା ଲାଗିବାରୁ ସେ ରାଗ ଲଙ୍କା ଖାଇଥିଲେ । ଏହା ତାଙ୍କୁ ମିଠା ଲାଗିବାରୁ ସେ ସାପ କାମୁଡିଛି ବୋଲି ଭାବିଥିଲେ।

- Advertisement -

ଏହାପରେ ସେ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ । ଆମ୍ବୁଲାନ୍ସ ଆସିବା ପରେ ସେ ଡାକ୍ତରଖାନାକୁ ମଲା ସାପ ସହ ଯାଇଥିଲେ । ଡାକ୍ତରମାନେ ସାପକୁ ଦେଖିବା ପରେ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଏହାପରେ ମହିଳାଜଣଙ୍କ ସୁସ୍ଥ ଅଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories