www.samajalive.in
Saturday, December 6, 2025
26.1 C
Bhubaneswar

ନିଦ ହେବାର ସରଳ ଉପାୟ

ପ୍ରତି ୧୮ଜଣରେ ୬ଜଣ ବ୍ୟକ୍ତି ନିଦ୍ରାହୀନତା ରୋଗରେ ଆକ୍ରାନ୍ତ। ପ୍ରାୟ ଦେଢ଼ଲକ୍ଷ ଲୋକଙ୍କୁ ନେଇ କାନପୁରର ବିଶେଷଜ୍ଞ ଦଳ ଏକ ଗବେଷଣା କରିଥିଲେ। ବର୍ତ୍ତମାନ ଲୋକଙ୍କ ଜୀବନଶୈଳୀ ହିଁ ଏହା ପଛର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ତେବେ ଉତ୍ତମ ଖାଦ୍ୟପେୟ ସହ ନିୟମିତ ପ୍ରାଣାୟମ କଲେ ସୁନିଦ୍ରା ହେଉଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଓଜନ ବଢ଼ିବା ସହ ମୁଣ୍ଡବିନ୍ଧା ରୋଗୀ ହିଁ ଏବେ ନିଦ୍ରାହୀନତାର ଶିକାର ହୋଇଥାନ୍ତି।
– ରାତ୍ରିଭୋଜନ ପରେ ଟିଭି ଦେଖିବାରୁ ଦୂରେଇ ରହିବା ଆବଶ୍ୟକ। ଅନ୍ୟପାଖେ ସ୍ମାର୍ଟଫୋନ୍୍ରେ କୌଣସି ଭିଡିଓ ଓ ଚ୍ୟାଟିଂ ନ କରିବା ଉଚିତ। ଏଥିରୁ ବାହାରୁଥିବା ବିକିରଣ ହିଁ ମସ୍ତିଷ୍କକୁ ପ୍ରଭାବିତ କରିଥାଏ।
– ରାତ୍ରିବେଳା ମୃଦୁପାନୀୟ ପିଇବା କାରଣରୁ ମଧ୍ୟ ନିଦ୍ରାହୀନତା ସମସ୍ୟା ଉପୁଜିଥାଏ।
– ଭୁଲ ଧାରଣା ରହିଛି ଯେ ଭାତ ଖାଇଲେ ଭଲ ନିଦ ହୋଇନଥାଏ। ବିଶେଷଜ୍ଞଙ୍କ ପରୀକ୍ଷାରୁ କିନ୍ତୁ ପ୍ରମାଣିତ ହୋଇଛି ଯେ ଭାତ ଖାଇଲେ ତାହା ଶୀଘ୍ର ହଜମ ହୋଇଥାଏ ଓ ତାହା ମଧ୍ୟ ଉତ୍ତମ ନିଦ୍ରା ନିମନ୍ତେ ସହାୟକ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories