ଶିବ ଲିଙ୍ଗଙ୍କୁ ପୂଜା କରିବା ସମୟରେ କେଉଁ ଦ୍ରବ୍ୟ ବ୍ୟବହାର  କରିବା ଉଚିତ ନୁହେଁ

0

 

prayash

ହିନ୍ଦୁ ଶାସ୍ତ୍ର ଅନୁଯାୟୀ କେତୋଟି ସାଧାରଣ ଦ୍ରବ୍ୟ ଅଛି ଯାହାକୁ ଶିବ ଲିଙ୍ଗଙ୍କୁ ପୂଜା କରିବା ସମୟରେ ବ୍ୟବହାର କରିବା ଉଚିତ ନୁହେଁ।
ଶିବ ଲିଙ୍ଗଙ୍କୁ ପୂଜା ସମୟରେ ଶଂଖ ବଜାଇବା ଉଚିତ ନୁହେଁ।
ତୁଳସୀଙ୍କୁ ମଧ୍ୟ ଶିବଙ୍କ ଲିଙ୍ଗରେ ଚଢାଇବା ଉଚିତ ନୁହେଁ।
ରାଶିରେ ତିଆରି ହୋଇଥିବା ଲଡ଼ୁ ମଧ୍ୟ ପ୍ରସାଦ ଭାବେ ବ୍ୟବହାର କରାଯାଇ ନଥାଏ।
କୌଣସି ତିଳକ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ।
ହଳଦୀ ମଧ୍ୟ ଶିବ ଲିଙ୍ଗରେ ପୂଜା କରାଯାଇ ନଥାଏ।
ଶିବ ଲିଙ୍ଗ ପୂଜା ସମୟରେ ନଡ଼ିଆକୁ ମଧ୍ୟ ପୂଜା କରିବା ଉଚିତ ନୁହେଁ।

kalyan agarbati
Leave A Reply