www.samajalive.in
Saturday, December 13, 2025
27.1 C
Bhubaneswar

ଶିବ ଲିଙ୍ଗଙ୍କୁ ପୂଜା କରିବା ସମୟରେ କେଉଁ ଦ୍ରବ୍ୟ ବ୍ୟବହାର  କରିବା ଉଚିତ ନୁହେଁ

 

ହିନ୍ଦୁ ଶାସ୍ତ୍ର ଅନୁଯାୟୀ କେତୋଟି ସାଧାରଣ ଦ୍ରବ୍ୟ ଅଛି ଯାହାକୁ ଶିବ ଲିଙ୍ଗଙ୍କୁ ପୂଜା କରିବା ସମୟରେ ବ୍ୟବହାର କରିବା ଉଚିତ ନୁହେଁ।
ଶିବ ଲିଙ୍ଗଙ୍କୁ ପୂଜା ସମୟରେ ଶଂଖ ବଜାଇବା ଉଚିତ ନୁହେଁ।
ତୁଳସୀଙ୍କୁ ମଧ୍ୟ ଶିବଙ୍କ ଲିଙ୍ଗରେ ଚଢାଇବା ଉଚିତ ନୁହେଁ।
ରାଶିରେ ତିଆରି ହୋଇଥିବା ଲଡ଼ୁ ମଧ୍ୟ ପ୍ରସାଦ ଭାବେ ବ୍ୟବହାର କରାଯାଇ ନଥାଏ।
କୌଣସି ତିଳକ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ।
ହଳଦୀ ମଧ୍ୟ ଶିବ ଲିଙ୍ଗରେ ପୂଜା କରାଯାଇ ନଥାଏ।
ଶିବ ଲିଙ୍ଗ ପୂଜା ସମୟରେ ନଡ଼ିଆକୁ ମଧ୍ୟ ପୂଜା କରିବା ଉଚିତ ନୁହେଁ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories