www.samajalive.in
Saturday, December 6, 2025
15.1 C
Bhubaneswar

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୬ ଜୁଲାଇରେ ଶୁକ୍ର ଓ ଗୁରୁ ଏକାଠି ହୋଇ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି । ଏହାର ଶୁଭଫଳ ଅନେକ ରାଶି ବ୍ୟକ୍ତି ବିଶେଷଙ୍କୁ ମିଳିବ । ଏହାସହ ଅନ୍ୟ ଗ୍ରହ କର୍କଟରେ ବୁଧ ଓ ସୂର୍ଯ୍ୟ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ସେହିପରି ଶନି ମୀନ ରାଶିରେ ରହି ଅନେକ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବେ । ଜାଣନ୍ତୁ କେଉଁ ରାଶି ଉପରେ ବର୍ଷିବ ଶନିଙ୍କ କୃପା..

ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ହଠାତ୍‌ ଧନ ମିଳିବ । ପୁରୁଣା ଟଙ୍କା ନିବଶେରୁ ଲାଭବାନ୍‌ ହେବେ । ଯାତ୍ରାର ଯୋଗ ରହିଛି । ନୂଆ ଭୂମି, ଯାନ, ଗାଡି କିଣିବାର ଯୋଗ ରହିଛି ।

- Advertisement -

ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ ହେବେ । ନେତୃତ୍ୱ ନେବାକୁ ନୂଆ ସୁଯୋଗ ମିଳିବ । ହଠାତ୍‌ ଧନ ମିଳିବା ସହ ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

ତୁଳା- ମାନ-ସମ୍ମାନ ବୃଦ୍ଧି ହେବ । ଯାତ୍ରାର ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । କର୍ମକ୍ଷେତ୍ରରେ ଉନ୍ନତି, ବିଦେଶ ଯାତ୍ରାର ଯୋଗ ସହ ସମ୍ପର୍କରେ ମଧୁରତା ରହିବ । ବ୍ୟବସାୟୀ ମଧ୍ୟ ଲାଭବାନ୍‌ ହେବେ।

ବିଛା- ଭାଗ୍ୟର ସାଥ୍‌ ମିଳିବ । ହଠାତ୍‌ ଧନ ମିଳିବ । ଅନେକ କାର୍ଯ୍ୟରେ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି, ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ। ବିଦେଶ ଯାତ୍ରାର ଯୋଗ ରହିଛି ।

କୁମ୍ଭ- ଜୀବନରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦୀର୍ଘ ଦିନର ଅଟକି ଥିବା କାମ ପୂରଣ ହେବ । ମନ ଖୁସି ରହିବ । ଚିନ୍ତା ଦୂର ହେବ । ଅଟକି ଥିବା ଧନ ମିଳିବ ।

ଦେଖନ୍ତୁ ଭିଡିଓ ; ବୃଦ୍ଧାଙ୍କୁ ରାସ୍ତା କଡରେ ଛାଡି ଦେଲେ ପରିବାର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories