ଭୁବନେଶ୍ଵର: ଭୁବନେଶ୍ଵର ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା। ଦୀର୍ଘ ୧୮ ବର୍ଷ ଧରି ସ୍କୁଲ ସମ୍ମୁଖରେ ବେଆଇନ ଭାବେ ଅଳିଆ ଗଦା ହେଉଛି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ଦୁର୍ଗନ୍ଧ ସହ ଦୁରାରୋଗ୍ୟରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଯାହାର ପ୍ରତିବାଦରେ ଆଜି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ନାକରେ କଳାପଟି ଲଗାଇ ମୌନ ପ୍ରତିବାଦ କରିଛନ୍ତି।
Popular Categories



