BJD Bijuli 480×75 Mob

ଭିସୁଟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ, ପୁଲିସ୍ ମୁତୟନ

BJD Bijuli 480×75 Mob
0

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ମହାବିଦ୍ୟାଳୟ (ଭିସୁଟ)ର ଦୁଇଟି ଛାତ୍ରାବାସ ଅନ୍ତେବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଛାତ୍ରଙ୍କ ମଧ୍ୟରେ ମାରପିଟ ସହ ଖଣ୍ଡାରେ ହଣାହଣି ଘଟିଥିବା ସୂଚନା ମିଳିଛି । କିଛି ଛାତ୍ର ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୁର୍ଣ୍ଣ ରହିଛି । ଘଟଣାସ୍ଥଳରେ ପୁଲିସ୍ ମୁତୟନ କରାଯାଇଛି ।

Leave A Reply