www.samajalive.in
Saturday, December 6, 2025
23.1 C
Bhubaneswar

ଦନ୍ତାହାତୀ ଆକ୍ରମଣରେ ଆହତ ଫରେଷ୍ଟରଙ୍କୁ ସାକ୍ଷାତ କଲେ ସମ୍ବଲପୁର ଡିଏଫଓ

ସମ୍ବଲପୁର: ସମ୍ବଲପୁର ଡିଏଫଓ କଲୁଙ୍ଗେ ଗୋରଖ ବାମନଙ୍କ ସମେତ ସମ୍ବଲପୁର ଏସସିଏଫ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଛାମୁଣ୍ଡାର ଆହତ ଫରେଷ୍ଟର ପ୍ରଭିଣ ସିଂଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ସମ୍ବଲପୁର ଡିଏଫଓ ଫରେଷ୍ଟରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସୂଚନା ଅନୁସାରେ ଗତ ସପ୍ତାହରେ ଛାମୁଣ୍ଡା କୁଶାମୁରା ଜଙ୍ଗଲରେ ନିରୀକ୍ଷଣ କାର୍ଯ୍ୟ କରୁଥିବା ବେଳେ ଛାମୁଣ୍ଡା ଫରେଷ୍ଟରଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ରହିଛନ୍ତି।

ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରୁ ଖସି ପଡିଲେ ମହିଳା, ଆଉ ତା’ପରେ.. 

- Advertisement -

ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories