ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

ନୟାଗଡ : ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସୋମବାର ହଇଚଇ ସୃଷ୍ଟି କରିଛି। ଘର ଭିତରୁ ମିଳିଛି ୨ ନାବାଳକଙ୍କ ଝୁଲନ୍ତା ମୃତଦେହ। ସହେନ୍ଦଜନକ ଅବସ୍ଥାରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ବୟସ ୧୪ ଓ ୧୨ ବର୍ଷ ହେବ। ସୂଚନାନୁଯାୟୀ ବାପାଙ୍କ ୨ୟ ବିବାହ ପ୍ରସ୍ତାବ ଆସିବା ପରେ ଉଭୟ ନାବାଳକ ଆତ୍ମହତ୍ୟା କରିଛନ୍ତି ବୋଲି … Continue reading ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ