www.samajalive.in
Monday, December 15, 2025
14.1 C
Bhubaneswar

ସମ୍ବଲପୁର ବରିଷ୍ଠ ନାଗରିକ ସମାଜର କର୍ମକର୍ତ୍ତା ନିର୍ବାଚନ

ସମ୍ବଲପୁର; ସମ୍ବଲପୁରର ଜିଲା ବରିଷ୍ଠ ନାଗରିକ ସମାଜର ସ୍ଥାନୀୟ ଅଇଁଠାପାଲି ଠାରେ ସ୍ଥିତ ସମ୍ବଲପୁର ପ୍ରେସ କ୍ଲବ ଠାରେ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରବିବାର ଆୟୋଜିତ ଏହି ନିର୍ବାଚନରେ ସଭାପତି ଅର୍ଜୁନ ରଞ୍ଜନ ପଣ୍ଡା, ଉପ ସଭାପତି ନାରାୟଣ ନାୟକ, ରାଜଲକ୍ଷ୍ମୀ ମିଶ୍ର, ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ସହ ସମ୍ପାଦକ ସୁରେନ୍ଦ୍ର ମୋହନ ସାହୁ ଏବଂ କୋଷାଧ୍ୟକ୍ଷ ନିର୍ମଳ କୁମାର ମାଇତିଙ୍କୁ ୨୦୨୨ – ୨୪ ବର୍ଷ ପାଇଁ ନିର୍ବାଚିତ କରାଯାଇଛି। କାର୍ଯ୍ୟକାରୀ କମିଟିରେ ଗୋପ ରଞ୍ଜନ ଦୂବେ, ସଦାନନ୍ଦ ସୋନବର୍ଷା, ଅରବିନ୍ଦ ମହାପାତ୍ର, ପ୍ରଫୁଲ୍ଲ କୁମାର ହୋତା, ଗୋପିନାଥ ମିଶ୍ର, ଡା. ବିନୋଦ ବିହାରୀ ନାୟକ, ଅରୁଣ ମଜୁମଦାର, ପ୍ରଦ୍ୟୋତ କୁମାର ମିଶ୍ର, ନରେନ୍ଦ୍ର ମେହେର, ପଠାଣ ପଣ୍ଡା, ରାମ ନାରାୟଣ ସେଠ, ବିଜୟଲକ୍ଷ୍ମୀ ବେହେରା, ନିଳେନ୍ଦ୍ରି ପଣ୍ଡା, ବୀଣାପାଣି ପତି, ରାମେଶ୍ୱର ପାଢ଼ୀ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଛି। ଶେଷରେ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories