www.samajalive.in
Friday, December 12, 2025
14.1 C
Bhubaneswar

ପୁଣି ଚର୍ଚ୍ଚାରେ ‘ସମାଜ’

ଭୁବନେଶ୍ବର : ବଜେଟର ସାଧାରଣ ଆଲୋଚନା ଉପରେ ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପୁଣି ଚର୍ଚ୍ଚାକୁ ଆସିଛି ‘ସମାଜ’। ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’କୁ ବିରୋଧୀଙ୍କ କଟାକ୍ଷର ସେ ଉପଯୁକ୍ତ ଜବାବ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ନାମିତ ହେବାରେ କେହି ପ୍ରଶ୍ନବାଚୀ କରିବା ଉଚିତ ନୁହେଁ। ସରକାରଙ୍କର ଏହି ନାମକରଣକୁ ଅଗଣିତ ଗୋପବନ୍ଧୁ ପ୍ରେମୀ ପ୍ରଶଂସା କରିଛନ୍ତି। କେହି ବିରୋଧ କରିନାହାନ୍ତି। ବିରୋଧୀ ଦଳ କେବଳ ବିରୋଧ କରିବା ବାହାନାରେ ବିରୋଧ କରୁଛନ୍ତି। ସେ କହିଲେ, ‘ସମାଜ’ର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ, ଏହାଦ୍ବାରା ଉତ୍କଳମଣି ଗୋପବନ୍ଧୁଙ୍କୁ ପ୍ରକୃତ ସମ୍ମାନ ଦିଆଯାଇ ପାରିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories