www.samajalive.in
Friday, December 12, 2025
14.1 C
Bhubaneswar

ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ ମିଳେ କି କି ଲାଭ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ..

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଖୁବ୍‌ ମହତ୍ତ୍ୱ ରହିଛି । ଏହାକୁ ପ୍ରଭୁ ଶିବ ଶଙ୍କରଙ୍କ ଆଶୀର୍ବାଦ ବୋଲି ମଧ୍ୟ କୁହାଯାଏ । ଅନେକ ଗଳାରେ ରୁଦ୍ରାକ୍ଷ ଧାରଣ କରିଥିବା ଦେଖାଯାଏ । ଏହାର ଧାର୍ମିକ ମହତ୍ତ୍ୱ ସହ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଉପକାରୀ ଜାଣନ୍ତୁ..

ବିଶେଷ କରି ରୁଦ୍ରାକ୍ଷ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ । ଜାଣନ୍ତୁ ବିଶେଷଜ୍ଞଙ୍କ ମତରେ ରୁଦ୍ରାକ୍ଷ ପାଣି କେତେ ଉପକାରୀ..

- Advertisement -

ବିଶେଷଜ୍ଞଙ୍କ ମତାନୁସାରେ ରୁଦ୍ରାକ୍ଷ ଏକ ଶକ୍ତିଶାଳୀ ପ୍ରାକୃତିକ ବିଜ । ଯାହାକୁ ଆୟୁର୍ବେଦରେ ଶକ୍ତି ପ୍ରଦାନ କରୁଥିବା ଔଷଧ ବୋଲି କୁହାଯାଏ ।

ଆଶ୍ୱସ୍ତି ; କମିଲା ସୁନା, ୫ ହଜାର କମିଲା ଦାମ୍‌!

ରୁଦ୍ରାକ୍ଷ ପାଣି ସେବନ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଉପକାରୀ । ଏହା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ରଖିଥାଏ । ହୃଦୟକୁ ସୁସ୍ଥ ରଖିଥାଏ ।

ଜୁନ୍‌ରେ ୫୦ ବର୍ଷ ପରେ ତ୍ରିକୋଣ ଓ ମାଲବ୍ୟ ରାଜଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି, ଧନର ହେବ ବର୍ଷା..

ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଶିରା ପ୍ରଶିରାକୁ ସଠିକ୍‌ ଭାବେ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । ମାନସିକ ଶାନ୍ତି ମିଳିଥାଏ । ଦୁଃଶ୍ଚିନ୍ତା, ଥକ୍କାପଣକୁ କମ୍‌ କରିବା ସହ ଏକାଗ୍ରତା ବୃଦ୍ଧି କରିଥାଏ ।

ରୁଦ୍ରାକ୍ଷ ପାଣି ପ୍ରାକୃତିକ ଭାବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ମଜଭୁତ କରିଥାଏ । ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।

ଭିଡିଓରେ ଦେଖନ୍ତୁ ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ଅବସ୍ଥା

ଏହି ପାଣି ପାଇଁ..
ପ୍ରଥମେ ରାତିରେ ଏକ ପାତ୍ରରେ ସଫା ପାଣି ନିଅନ୍ତୁ । ଏଥିରେ ଗୋଟିଏ କିମ୍ବା ୨ଟି ଅସଲି ରୁଦ୍ରାକ୍ଷ ପକାନ୍ତୁ । ଏହାକୁ ଘୋଡାଇ ରଖି ଦିଅନ୍ତୁ ।
ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ ।
ନିୟମିତ ଏପରି କରିବା ଦ୍ୱାରା ମାନସିକ ଶାନ୍ତି ସହ ସମସ୍ତ ଲାଭ ମିଳିଥାଏ ।

‘ରଖେ ହରି ତ ମାରେ କିଏ’ ; ଦେଖନ୍ତୁ ଭିଡିଓ, ଟ୍ରକ୍‌ ଚକ ତଳୁ କେମିତି ବଞ୍ଚିଲା ମହିଳାଙ୍କ ଜୀବନ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories