ଆଶ୍ୱସ୍ତି ; କମିଲା ସୁନା, ୫ ହଜାର କମିଲା ଦାମ୍‌!

ଭୁବନେଶ୍ୱର : ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଲଗାତାର ବୃଦ୍ଧି ପରେ କମିଲା ସୁନା ଦାମ୍‌ । ମେ’ ୨୦ ଅର୍ଥାତ୍‌ ମଙ୍ଗଳବାର କମିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୦୨୦ ଟଙ୍କା ରହିଛି । ଗତକାଲି ଏହା ୯୫,୫୧୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୭,୧୦୦ ଟଙ୍କା ରହିଛି । ଗତକାଲି ଏହା … Continue reading ଆଶ୍ୱସ୍ତି ; କମିଲା ସୁନା, ୫ ହଜାର କମିଲା ଦାମ୍‌!