www.samajalive.in
Friday, December 12, 2025
14.1 C
Bhubaneswar

ଭିଡିଓରେ ଦେଖନ୍ତୁ ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ଅବସ୍ଥା

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଗତ ରବିବାର ୧୮ ମେ’ରେ ଓ ସୋମବାର ୧୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସହରର ଅନେକ ରାସ୍ତା ଏଭଳି କି ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜଳ ଭର୍ତ୍ତି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରି ଦେଇଛି । ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଦେଖି ଲୋକେ ଟ୍ରାଫିକ୍‌ ସମସ୍ୟା ସହ ହନ୍ତସନ୍ତ ହେଉଥିବା ଦେଖାଯାଉଛି । ଭିଡିଓରେ ଦେଖି ପାରିବେ ଏକ ବସ୍‌ ଜଳମଗ୍ନ ରାସ୍ତାରେ ଯିବା ବେଳେ ପାଣିର ଲହଡି କାରଣରୁ ରାସ୍ତାରେ ସ୍କୁଟିରେ ଯାଉଥିବା ୩ ଆରୋହୀ ପଡି ଯାଉଛନ୍ତି ।

ଜୁନ୍‌ରେ ୫୦ ବର୍ଷ ପରେ ତ୍ରିକୋଣ ଓ ମାଲବ୍ୟ ରାଜଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି, ଧନର ହେବ ବର୍ଷା..

- Advertisement -

ଏହି ଘଟଣା ବେଙ୍ଗାଲୁରୁର ଏକ ବ୍ୟସ୍ତ ବହୁତ ଅଞ୍ଚଳର । ଯେଉଁଠାରେ ଜଳମଗ୍ନ ରାସ୍ତାରେ ଅନେକ ଗାଡି ମୋଟର ଯାତାୟତ କରୁଛି । ଲୋକେ ପାଣି ଭିତରେ ଗାଡିରେ ଯାଉଥିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

‘ରଖେ ହରି ତ ମାରେ କିଏ’ ; ଦେଖନ୍ତୁ ଭିଡିଓ, ଟ୍ରକ୍‌ ଚକ ତଳୁ କେମିତି ବଞ୍ଚିଲା ମହିଳାଙ୍କ ଜୀବନ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories