ଭିଡିଓରେ ଦେଖନ୍ତୁ ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ଅବସ୍ଥା
ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଗତ ରବିବାର ୧୮ ମେ’ରେ ଓ ସୋମବାର ୧୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସହରର ଅନେକ ରାସ୍ତା ଏଭଳି କି ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜଳ ଭର୍ତ୍ତି ରାସ୍ତାରେ ଟ୍ରାଫିକ୍ ଜାମ୍ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରି ଦେଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ ଦେଖି ଲୋକେ ଟ୍ରାଫିକ୍ ସମସ୍ୟା ସହ ହନ୍ତସନ୍ତ … Continue reading ଭିଡିଓରେ ଦେଖନ୍ତୁ ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ଅବସ୍ଥା
Copy and paste this URL into your WordPress site to embed
Copy and paste this code into your site to embed