BJD Bijuli 480×75 Mob

ବାସି ଖାଦ୍ୟ ଖାଇ ୭ଅସୁସ୍ଥ

BJD Bijuli 480×75 Mob

ରାଉରକେଲା : ସୁନ୍ଦରଗଡ଼ ଜିଲା ରାଉରକେଲାରେ ଶନିବାର ବାସି ଖାଦ୍ୟ ଖାଇ ୭ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ଆହତମାନଙ୍କ ମଧ୍ୟରେ ୩ଜଣ ମହିଳା, ୩ଜଣ ଶିଶୁ ଥିଲାବେଳେ ଜଣେ ପୁରୁଷ ଥିବା ଜଣାପଡ଼ିଛି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.