ରାଜସ୍ଥାନରେ ବିଜେପି ଆଗୁଆ – କଂଗ୍ରେସ ୭୮ ଓ ବିଜେପି ୧୦୦ ଆସନରେ ଆଗୁଆ

ଡେସ୍କ: ରାଜସ୍ଥାନରେ ୧୯୯ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ସୂଚନା ଅନୁଯାୟୀ କଂଗ୍ରେସ ୭୮ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୦୦ଟି ଆସନରେ ଆଗୁଆ ରହିଛି।

Comments are closed.