ସମୁଦ୍ର ଭିତରକୁ ଭାସି ଯାଉଥିଲେ; ଉଦ୍ଧାର ହେଲେ ୩

ପୁରୀ : ପୁରୀ ସମୁଦ୍ରରେ ଭାସିଯିବା ବେଳେ ୩ ଜଣଙ୍କୁ ସୋମବାର ଉଦ୍ଧାର କରାଯାଇଛି । ଗଭୀର ସମୁଦ୍ର ଭିତରକୁ ଭାସିଯିବା ବେଳେ ଜଣେ କାଉଡିଆଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନମିତା ସାମଲ (୩୫ ବର୍ଷ) ଅଷ୍ଟଡିହ ବାଲେଶ୍ୱରର, ଅନିତା ଦାସ (୪୫ ବର୍ଷ) ବାରଙ୍ଗ ଅଞ୍ଚଳର ଓ ଆକାଶ ଜେନା (୨୨ ବର୍ଷ)ବରପଦା ଭଦ୍ରକର ବୋଲି ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..

Comments are closed.