“ସମାଜ” ପାଠକ ମଞ୍ଚ ପକ୍ଷରୁ ପୁରୀ ଗୋପବନ୍ଧୁ ଭବନରେ ନିଃଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ପୁରୀ : “ସମାଜ” ପାଠକ ମଞ୍ଚ ପକ୍ଷରୁ ପୁରୀ ଗୋପବନ୍ଧୁ ଭବନରେ ଶନିବାର ନିଃଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନରହରି ମିଶ୍ର, ପ୍ରଫେସର ଡାକ୍ତର ଦେବ ପ୍ରସାଦ ଦାଶ, ଡାକ୍ତର ବିପିନାନନ୍ଦ ମିଶ୍ର, ଡାକ୍ତର ହୃଦୟ ରଞ୍ଜନ ମହାନ୍ତି, ଡାକ୍ତର ହର ପ୍ରସାଦ ମିଶ୍ର, ଡାକ୍ତର ଶ୍ରୀକାନ୍ତ ପଣ୍ଡା, ଡାକ୍ତର ସୁଲୋଚନା ଦେବୀ ଯୋଗ ଦେଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଗରିବ ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା।

ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

Comments are closed.