ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବରରେ ପାଳନ କରାଯିବ । ଏହି ଦିନ ମା’ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଓ କୁବେର ଦେବତାଙ୍କ ପୂଜା କରିବାର ନିୟମ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ସମୁଦ୍ର ମନ୍ଥନରୁ ଅମୃତ କଳସ ଧରି ଭଗବାନ ଧନ୍ୱନ୍ତରୀ ଉତ୍ପନ୍ନ ହୋଇଥିଲେ । ଧନତେରସ ଅବସରରେ ରାଶି ଅନୁଯାୟୀ, କିଛି ଜିନିଷ … Continue reading ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..