ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..

ନୂଆଦିଲ୍ଲୀ : ଏଣିକି ବର୍ଷଯାକ ରିଚାର୍ଜ କରିବାରୁ ମିଳିବ ମୁକ୍ତି । ଏୟାରଟେଲର ଏକ ଶସ୍ତା ପ୍ଲାନର ଏବେ ଖୁବ୍‌ ଚାହିଦା ବଢିଛି । ପ୍ରତ୍ୟେକ ମାସରେ କରାଯାଉଥିବା ରିଚାର୍ଜକୁ ନେଇ ଅନେକ ଲୋକେ ଚିନ୍ତିତ ରହି ଥାଆନ୍ତି । ତେବେ ଏପରି ଏକ ବାର୍ଷିକ ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣନ୍ତୁ, ଥରେ ରିଚାର୍ଜ କଲେ ଯାହା ବର୍ଷଯାକ ଚାଲୁଥିବା ସବୁଠାରୁ ଶସ୍ତା ପ୍ଲାନ୍‌ । ଏୟାରଟେଲର ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଅସୀମିତ କଲ୍‌, ଡ଼ାଟା, ମେସେଜ … Continue reading ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌; ବର୍ଷଯାକ କରିବାକୁ ପଡିବନି ରିଚାର୍ଜ..