ପୁରୀ: ପୁରୀ ଜିଲା ବଳିଆପଣ୍ଡା ଥାନା ପୁଲିସ ପୁଲିସ ହାତରେ ଧରାପଡ଼ିଲେ ୪ ଲୁଟେରା। ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ, ୭ଟି ମୋବାଇଲ, ଚୋରି ଭାନିଟି ବ୍ୟାଗ ଏବଂ ସୁନା ଗହଣା ସହ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି ପୁଲିସ। ଏନେଇ ରବିବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସ୍ପି କନୱର୍ ବିଶାଳ ସିଂ। ମିଳିଥିବା ସୂଚନା ମୁତାବକ, ପୁରୀର ବିଭିନ୍ନ ଥାନାରେ ସେମାନଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଛି।
Popular Categories



