କଟକ: କଟକ ସହର ରାଜାବଗିଚା ଅଂଚଳରେ ବୁଧବାର ଅଘଟଣ ଘଟିଛି। ସ୍ଥାନୀୟ ପୂଜା ମଣ୍ଡପର ତାଜା ଭାଙ୍ଗି ଯାଇଛି। ଏଥିରେ ୩ ଆହତ ହୋଇଥିଲା ବେଳେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ରାଜାବଗିଚା ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।
Popular Categories



